'ପରବ 2025' ପଞ୍ଚାଦିବସୀୟ ଜାତୀୟ ସ୍ତରୀୟ ସମାବର୍ତ୍ତନ ଉତ୍ସବ ଡିସେମ୍ବର ମାସ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ କୋରାପୁଟ ସହର ଉପକାନ୍ଥରେ ଥିବା ପରବ ପଡ଼ିଆରେ ଏହା ଅନୁଷ୍ଠିତ ହେବ ।